Meaning : ଗାଇବା ସମୟରେ ସ୍ୱରର ଉତ୍ଥାନ-ପତନ ବା ଢଙ୍ଗ
Example :
ତାଙ୍କ ମୂର୍ଚ୍ଛନା ଆହ୍ୱାନପୂର୍ଣ୍ଣ ଥିଲା
Synonyms : ମୂର୍ଚ୍ଛନା
Translation in other languages :
Distinctive manner of oral expression.
He couldn't suppress his contemptuous accent.Meaning : ରୋଗ ବା ପୀଡ଼ା ଆଦିର ରହି ରହି ହେଉଥିବା ବେଗ
Example :
ଯନ୍ତ୍ରଣାର ଲହର ଉଠିବା ମାତ୍ରେ ସେ ଚିତ୍କାର କରି ଉଠୁଥିଲା
Synonyms : ତରଙ୍ଗ
Translation in other languages :
Something that rises rapidly.
A wave of emotion swept over him.