Meaning : ସିଧାରେ ଦଣ୍ଡାୟମାନ ଯେଉଁ ରେଖା କୌଣସି ପାର୍ଶ୍ୱ ରେଖା ଉପରେ ଥାଏ ଓ ଏହାର ପାର୍ଶ୍ୱର ଦୁଇ କୋଣ ସମକୋଣ
Example :
ତିନି ସେଣ୍ଟିମିଟରର ଆଧାର ଉପରେ ପାଞ୍ଚ ସେଣ୍ଟିମିଟରର ଲମ୍ବ ଟାଣ
Translation in other languages :
A straight line at right angles to another line.
perpendicularMeaning : ଗୋଟିଏ ଅଂଶରୁ ଅନ୍ୟ ଅଂଶ ପର୍ଯ୍ୟନ୍ତ ସମାନ୍ତର ବିସ୍ତାର ବା କୌଣସି ଏକ ସ୍ଥାନରୁ ସବୁଠାରୁ ଲମ୍ବା ଅନୁଭୂମିକ ବିସ୍ତାର
Example :
ଏହି ସ୍ଥାନର ଦ୍ରୈର୍ଘ୍ୟ ପ୍ରସ୍ଥାଠାରୁ ଦୁଇଗୁଣ
Translation in other languages :
Meaning : ନବେ ଡିଗ୍ରୀର କୋଣ ସୃଷ୍ଟି କରିବା
Example :
ଶିକ୍ଷକ ଲମ୍ବ ରେଖା ଟାଣିବାକୁ କହିଲେ
Translation in other languages :