Meaning : ବେଶ୍ୟା ସହିତ ସଂଭୋଗ କରୁଥିବା ଲୋକ
Example :
ଲମ୍ପଟର ଜୀବନ କଳହପୂର୍ଣ୍ଣ ହୋଇଥାଏ
Translation in other languages :
Someone who patronizes prostitutes.
wencherMeaning : ବେଶ୍ୟାଗାମୀ ବା ମୁଜରା ଶୁଣିବା ବ୍ୟକ୍ତି
Example :
ଲମ୍ପଟ ନିଶାରେ ଥିଲା
Translation in other languages :
Meaning : ଯାହାଠାରେ କାମବାସନା ଅଛି
Example :
ସେ ଏକ ଲମ୍ପଟ ବ୍ୟକ୍ତି
Synonyms : ଇନ୍ଦ୍ରିୟଲୋଲୁପ, ଇନ୍ଦ୍ରିୟାଶକ୍ତ, କାମଲୋଲୁପ, କାମୀ, କାମୁକ
Translation in other languages :
Meaning : (ପୁରୁଷ ବା ସ୍ତ୍ରୀ) ଯାହା ସହିତ ଅନୁଚିତ ପ୍ରେମ ସଂପର୍କ ରହିଥାଏ
Example :
ଲମ୍ପଟ ରମେଶ ଗୀତାକୁ ନେଇ ପଳେଇ ଗଲା
Translation in other languages :