Meaning : ଲଦିବାପାଇଁ ଦିଆଯାଉଥିବା ମଜୁରୀ
Example :
ମଜୁରିଆ ଶହେ ବସ୍ତା ସିମେଣ୍ଟର ଲଦିବାମୂଲ ଶହେ ଟଙ୍କା ମାଗୁଛି
Synonyms : ଲଦାମଜୁରୀ, ଲଦାମୂଲ, ଲଦିବାମୂଲ
Translation in other languages :
Something that remunerates.
Wages were paid by check.