Meaning : କାହାର ନଚାହିଁବା ସତ୍ତ୍ୱେ ମଧ୍ୟ ତାଙ୍କ ଉପରେ ଦାୟିତ୍ୱ ବା ଭାର ଆଦି ରଖିବା
Example :
ସେ ଯିବା ପୂର୍ବରୁ ତାଙ୍କର ସମସ୍ତ କାମ ମୋ ଉପରେ ଲଦି ଦେଲେ
Translation in other languages :
Meaning : ବୋଝ ବା ଭାର ଉପରକୁ ନେବା
Example :
ଟ୍ରକ ଉପରକୁ ମାଲ ଉଠାଇବାପାଇଁ ମୂଲିଆ ପିଠି ଉପରେ ବସ୍ତା ଲଦିଲା
Translation in other languages :
Meaning : କାହାରି ଉପରେ କୌଣସି ବସ୍ତୁ ରଖିବା
Example :
ଚାକର ଟ୍ରାକ୍ଟର ଉପରେ ଶସ୍ୟ ବସ୍ତାଗୁଡ଼ିକ ଲଦିଲା
Translation in other languages :
Meaning : କାହା ଉପରେ ଦୋଷଆଦି ବଳପୁର୍ବକ ଲଦିଦେବା
Example :
ସେ ତାର ଦୋଷ ମୋ ଉପରେ ଲଦିଦେଲା
Translation in other languages :
Meaning : କୌଣସି କାର୍ଯ୍ୟ ଆଦି କରିବାପାଇଁ କାହାରିକୁ ଦାୟିତ୍ୱ ଦେବା
Example :
ମାଲିକ ସବୁକାମ ମୋ ଉପରେ ଲଦି ଦେଲେ
Translation in other languages :