Meaning : ବିଭିନ୍ନ ସଂଖ୍ୟାର ଟିକେଟ ବିକ୍ରୀକରି ସରକାର,ଧାର୍ମିକ ସଂଗଠନ ଆଦିପାଇଁ ଟଙ୍କା ଏକତ୍ରିତ କରିବାର ଏକ କୌଶଳ ଯେଉଁଥିରେ ବଛାଯାଇଥିବା କୌଣସି ସଂଖ୍ୟାର ଧାରକ ପୁରସ୍କାରରାଶି ଜିତେ
Example :
ମୁଁ ଏକ ସାପ୍ତାହିକ ରାଜ୍ୟ ଲଟେରୀ ଟିକେଟ କିଣିଛି
Translation in other languages :
Meaning : ସଂଯୋଗବଶତଃ ଘଟିଥିବା କିଛି ଘଟଣା
Example :
ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ବିପକ୍ଷ ଦଳପାଇଁ ଲଟେରୀସମାନ ଥିଲା
Translation in other languages :