Meaning : ଲଙ୍ଗଳର ଯେଉଁ ଅଁଶରେ ଫାଳ ଲାଗିଥାଏ
Example :
ଲଙ୍ଗଳମୁଣ୍ଡାରୁ ଫାଳ ବାହାରିଯାଇଛି
Translation in other languages :
Meaning : ଲଙ୍ଗଳର ଯେଉଁ କାଠଖଣ୍ଡରେ ଫାଳ ଲଗାଯାଏ
Example :
ଫାଳ ଲଗାଇବା ସମୟରେ ଲଙ୍ଗଳମୁଣ୍ଡା ଫାଟିଗଲା
Translation in other languages :