Meaning : ଏକ ପ୍ରକାର ରାଗୁଆ ଫଳ ଯାହା ତରକାରୀରେ ମସଲା ଭାବେ ଉପଯୋଗ କରାଯାଏ
Example :
ତରକାରୀକୁ ରାଗୁଆ କରିବାପାଇଁ ଅଧିକ ଲଙ୍କା ପକେଇବା ଦରକାର
Synonyms : ଲଙ୍କା
Translation in other languages :
Meaning : ଏକ ଛୋଟ ଗଛ ଯାହାର କଟୁ ଫଳକୁ ତରକାରିରେ ମସଲାରୂପେ ବ୍ୟବହାର କରାଯାଏ
Example :
କୃଷକ ଖେତର ଲଙ୍କାରେ ପାଣି ଦେଉଛି
Synonyms : ଲଙ୍କା
Translation in other languages :