Meaning : ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯେଉଁ ସମୟ ମଧ୍ୟରେ ଏକ ରାଶି କୌଣସି ବିଶିଷ୍ଟ ସ୍ଥାନରେ ଅବସ୍ଥାନ କରେ
Example :
ତୁଳା ଲଗ୍ନରେ ଜନ୍ମିତ ବ୍ୟକ୍ତି ବହୁତ ସହନଶୀଳ ହୁଅନ୍ତି
Translation in other languages :
Meaning : ବିବାହର ଦିନ
Example :
ବାହାଘର ଦିନ ଯେତେ ପାଖେଇ ଆସିଲା,ତାଙ୍କ ଚିନ୍ତା ସେତେ ବଢ଼ିଗଲା
Synonyms : ବାହାଘର ଦିନ
Translation in other languages :
The day of a wedding.
wedding day