Subscribe
URL of the page has been copied to clipboard.
Meaning : ନିରନ୍ତର ହେଉଥିବା
Example : ଅନବରତ ବର୍ଷାହେବା କାରଣରୁ ଜନ-ଜୀବନ ଅସ୍ତବ୍ୟସ୍ତ ହୋଇଗଲା
Synonyms : ଅନବରତ, ଅବିଛିନ୍ନ, ଅବିରତ, କ୍ରମାଗତ
Translation in other languages :हिन्दी
निरंतर होने वाला।
Meaning : ଲଗାତର ଏବଂ ଶୀଘ୍ରଶୀଘ୍ର
Example : ସୈନିକ ଚଟାପଟ ଗୁଳି ବର୍ଷା କରୁଥିଲେ
Synonyms : ଚଟାପଟ
धड़-धड़ शब्द करते हुए।
Meaning : କେତେ ଥର
Example : ରୁଷିଥିବା ବାଳକକୁ ବାରଂବାର ଡାକିଲା ପରେ ବି ଆସୁ ନ ଥିଲା
Synonyms : ଥରକୁଥର, ବାରଂବାର
Translation in other languages :हिन्दी English
कई बार।
Repeatedly.
Install App