Meaning : ବସାଇବାର କ୍ରିୟା
Example :
ଯନ୍ତ୍ରପାତିର ଅଂଶକୁ ବସାଇବାପାଇଁ କାରିଗରକୁ ଅସୁବିଧା ହେଉଛି
Translation in other languages :
Meaning : କାର୍ଯ୍ୟରେ ସଂଲଗ୍ନ କରିବା
Example :
ଗୋଟିଏ ଏକର ବିଲ ଫସଲ କାଟିବା ନିମନ୍ତେ କୃଷକ ପାଞ୍ଚଜଣ ଲୋକଙ୍କୁ ଲଗାଇଲା
Translation in other languages :
कार्य में संलग्न करना।
एक एकड़ खेत की फसल काटने के लिए किसान ने पाँच आदमियों को लगाया।Meaning : ବ୍ୟବସ୍ଥା ବା ପ୍ରବନ୍ଧ କରିବା ବା ପ୍ରକ୍ରିୟାକୁ ଆଣିବା
Example :
ବାଜି ଲଗାନ୍ତୁ ଘରକୁ ଫୋନ ଲଗାନ୍ତୁ
Synonyms : ଆୟୋଜନ କରିବା, ପ୍ରବନ୍ଧ କରିବା, ବନ୍ଦୋବସ୍ତ କରିବା, ବ୍ୟବସ୍ଥା କରିବା
Translation in other languages :
Meaning : ମେହେନ୍ଦୀ,ହଳଦି,ପାନ ଆଦି ଭଳି ରଙ୍ଗହେବା
Example :
ସେ ହାତରେ ମେହେନ୍ଦୀ ଲଗାଇଛି
Synonyms : ଚିତ୍ରିତ କରିବା, ରଞ୍ଜେଇବା
Translation in other languages :
Meaning : କାହା ଉପରେ ଦୋଷଆଦି ବଳପୁର୍ବକ ଲଦିଦେବା
Example :
ସେ ତାର ଦୋଷ ମୋ ଉପରେ ଲଦିଦେଲା
Translation in other languages :
Meaning : ନିବେଶ କରିବା
Example :
ସେ ତାର ଅନେକ ଟଙ୍କା ଶେୟାରରେ ଲଗାଇଛି
Synonyms : ଖଟାଇବା, ନିବେଶ କରିବା
Translation in other languages :
Meaning : ଦୁଇଟି ବା କେତୋଟି ବସ୍ତୁର ଅଂଶକୁ ସିଲେଇକରି,ମିଳାଇ, ଲଗାଇ ବା ଅନ୍ୟ ଉପାୟଦ୍ୱାରା ଗୋଟିଏ କରିବା
Example :
ବଢ଼େଇ ଟେବୁଲ୍ର ଭାଙ୍ଗିଯାଇଥିବା ଗୋଡ଼କୁ ଜୋଡ଼ୁଛି
Translation in other languages :
Meaning : କୌଣସି ନିୟତ ଜାଗରେ ପହଞ୍ଚିବା
Example :
ଡ୍ରାଇଭର ଗାଡ଼ିକୁ ବସ ଷ୍ଟାଣ୍ଡ୍ରେ ଲଗାଇଲା
Translation in other languages :
Meaning : କାହାକୁ ଆଘାତ ବା ବ୍ୟଥା ଦେବା
Example :
ସେ ମୋତେ କଲମ ମୁନରେ ଆଘାତ କଲା
Synonyms : ଆଘାତ କରିବା, ଖେଞ୍ଚିବା, ଫୋଡ଼ିବା
Translation in other languages :