Meaning : କୌଣସି ବସ୍ତୁ ଲଗାଇବା ବା ଅଧିସ୍ଥାପିତ କରିବାର କ୍ରିୟା
Example :
ଟେଲିଫୋନ ଅଧିସ୍ଥାପନରେ ଅଧିକ ସମୟ ଲାଗିବ ନାହିଁ
Synonyms : ଅଧିସ୍ଥାପନ
Translation in other languages :
The act of installing something (as equipment).
The telephone installation took only a few minutes.