Meaning : କୌଣସି ବସ୍ତୁକୁ ଲକ୍ଷ୍ୟ କରି ତା ଉପରେ ଆଘାତ କରିବାର ପ୍ରକ୍ରିୟା
Example :
ଶିକାରୀର ଲକ୍ଷ୍ୟ ଭ୍ରଷ୍ଟ ହେଲା
Translation in other languages :
Meaning : ଯେଉଁ ବ୍ୟକ୍ତିଙ୍କୁ ଲକ୍ଷ୍ୟ କରି କୌଣସି କଥା କୁହାଯାଏ
Example :
ସେ ମୋତେ ତାଙ୍କ ଲକ୍ଷ୍ୟରେ ରଖିଛନ୍ତି
Translation in other languages :
Meaning : ଯାହା ଉପରେ ନିର୍ଦ୍ଦେଶ କରାଯାଇଛି
Example :
ଆପଣଙ୍କ ଲକ୍ଷ୍ୟ କେଉଁଠି?
Translation in other languages :
Meaning : ଯାହାକୁ କୌଣସି ଉଦ୍ଦେଶ୍ୟରେ ଦୃଷ୍ଟି ରଖାଯାଏ ବା ଉଦ୍ଦିଷ୍ଟ ପଦାର୍ଥ ବା କଥା
Example :
ଏ ବର୍ଷ ଧାନ ଉତ୍ପାଦନର ଲକ୍ଷ୍ୟ ଦଶ ଲକ୍ଷ ଟନ୍ ରଖାଯାଇଛି
Translation in other languages :