Meaning : ରାଗରେ ଘୋର ଶବ୍ଦ କରିବା
Example :
ବାହାରେ ତ ପାଟି ବନ୍ଦ ରହୁଛି କିନ୍ତୁ ଘରେ ଏତେ ଗର୍ଜନ କରୁଛି
Synonyms : ଗର୍ଜନକରିବା, ଚିଲ୍ଲେଇବା
Translation in other languages :
Meaning : ଯୋରରେ କହିବା
Example :
ଏତେ ଯୋରରେ କାହିଁକି ଚିଲ୍ଲାଉଛ, ମୁଁ କାଲ ନୁହେଁ
Synonyms : ଗର୍ଜନ କରିବା, ଚିତ୍କାର କରିବା, ଚିଲ୍ଲାଇବା
Translation in other languages :