Meaning : କୌଣସି ସ୍ଥାନରୁ ଗଛଲତା ଓପାଡି ଆଣି ଅନ୍ୟ ସ୍ଥାନରେ ଲଗାଇବାର ପ୍ରକ୍ରିୟା
Example :
ବର୍ଷାକାଳ ଆରୋପଣ କରିବାର ସବୁଠାରୁ ଭଲ ସମୟ
Synonyms : ଆରୋପଣ
Translation in other languages :
The act of removing something from one location and introducing it in another location.
The transplant did not flower until the second year.Meaning : ମଞ୍ଜି ବା ଛୋଟ ଗଛଆଦିକୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେଇ ଲଗାଇବା ପ୍ରକ୍ରିୟା
Example :
ସେ ଧାନ ରୋପଣ ନିମନ୍ତେ କ୍ଷେତରେ ପାଣି ଭରୁଛି
Translation in other languages :
The act of removing something from one location and introducing it in another location.
The transplant did not flower until the second year.