Meaning : ଯିଏ କୌଣସି ରୋଗରେ ପୀଡ଼ିତ
Example :
ଅନୁନ୍ନତ କ୍ଷେତ୍ରରେ ଅଧିକାଂଶ ରୋଗୀ ଔଷଧ ଅଭାବରୁ ମରିଯାନ୍ତି
Synonyms : ଅସୁସ୍ଥ, ପୀଡ଼ିତ, ବେମାର, ରୋଗଗ୍ରସ୍ତ, ରୋଗଣିଆ, ରୋଗୀ
Translation in other languages :
Somewhat ill or prone to illness.
My poor ailing grandmother.