Meaning : ରୋକିବାର ପ୍ରକ୍ରିୟା
Example :
ସୈନିକମାନେ ଶତ୍ରୁମାନଙ୍କୁ ସୀମାଭିତରେ ପ୍ରବେଶକୁ ରୋକିବାରେ ସଫଳ ହେଲେ
Synonyms : ଅଟକାଇବା, ଗତିରୋଧ କରିବା, ବନ୍ଦକରିବା
Translation in other languages :
Meaning : ଭତ୍ତା ଆଦି ନ ଦେବା
Example :
ସରକାର ଯାତ୍ରା ଭତ୍ତା ବନ୍ଦକରିଦେଇଛନ୍ତି
Synonyms : ବନ୍ଦକରିଦେବା, ରୋକିଦେବା
Translation in other languages :
Meaning : ଗତିଶୀଳ ବସ୍ତୁର ଗତି ବନ୍ଦ କରିବା
Example :
ଗାଡ଼ି ଆଗରେ ହଠାତ କୁକୁରଟେ ଚାଲିଆସିବାରୁ ଗାଡ଼ି ଚାଳକ ଗାଡ଼ି ଅଟକାଇଲେ
Synonyms : ଅଟକାଇବା
Translation in other languages :
Meaning : କଟକଣା ଲଗେଇବା
Example :
ମାଆ ପୁଅକୁ ଖରାରେ ବାହାରକୁ ଯିବାରୁ ବାରଣକଲେ
Synonyms : ଅବରୋଧକରିବା, ବାରଣକରିବା, ମନାକରିବା
Translation in other languages :
Meaning : ଚାଲିଆସୁଥିବା କଥା ଆଦିକୁ ବନ୍ଦ କରିବା
Example :
ରାଜା ରାମ ମୋହନ ରାୟ ସତୀ ପ୍ରଥାକୁ ବନ୍ଦ କଲେ
Synonyms : ବନ୍ଦ କରିବା
Translation in other languages :
Meaning : ରୋକିବା ବା ବାଧାଦେବା
Example :
ଡକାୟତମାନେ ମାର୍ଗ ଅବରୋଧ କଲେ
Synonyms : ଅଟକେଇବା, ଅବରୋଧକରିବା, ପ୍ରତିରୋଧକରିବା, ବନ୍ଦକରିବା, ରୋଧକରିବା
Translation in other languages :
Meaning : କୌଣସି ବସ୍ତୁ ମଝିରେ ଦେଇ ଗତି ରୋକିବା
Example :
ସେ ମୋ ରାସ୍ତାରେ ଠେଙ୍ଗା ରଖିଲା
Translation in other languages :