Meaning : ଭତ୍ତା ଆଦି ନ ଦେବା
Example :
ସରକାର ଯାତ୍ରା ଭତ୍ତା ବନ୍ଦକରିଦେଇଛନ୍ତି
Synonyms : ବନ୍ଦକରିଦେବା, ରୋକିବା
Translation in other languages :
Meaning : କାହାରିକୁ ଆଗକୁ ବଢ଼ିବାକୁ ନଦେବା
Example :
ପୋଲିସ ଶୋଭାଯାତ୍ରାକୁ ଚୌକ ଉପରେ ହିଁ ଅଟକାଇଦେଲା
Synonyms : ଅଟକାଇଦେବା
Translation in other languages :