Meaning : ଚଉଦ ମନୁଙ୍କ ମଧ୍ୟରୁ ପଞ୍ଚମ ମନୁ ଯାହାଙ୍କର ଜନ୍ମ ରେବତୀଙ୍କଠାରୁ ହୋଇଥିଲା ବୋଲି ଗ୍ରହଣ କରାଯାଇଛି
Example :
ଗୋଟିଏ କାହାଣୀ ଅନୁସାରେ ବ୍ୟବସ୍ୱତ ମନୁ ରୈବତ ମନୁଙ୍କ ପୁତ୍ର ଥିଲେ
Synonyms : ରୈବତ ମନୁ
Translation in other languages :
An imaginary being of myth or fable.
mythical beingMeaning : ଗୋଟିଏ ପୌରାଣିକ ପର୍ବତ
Example :
ପୁରାଣରେ ରୈବତ ପର୍ବତର ବର୍ଣ୍ଣନା ମିଳେ
Synonyms : ରୈବତ ପର୍ବତ
Translation in other languages :
Meaning : ଜଣେ ଦୈତ୍ୟ
Example :
ରୈବତ ଗୋଟିଏ ବାଳଗ୍ରହ
Translation in other languages :