Meaning : ଯେଉଁ ପ୍ରତିଯୋଗିତାରେ ପ୍ରତିଯୋଗୀମାନଙ୍କୁ ଦୌଡ଼ାଯାଏ
Example :
ରମେଶ ଦୌଡ଼ ପ୍ରତିଯୋଗିତାରେ ପ୍ରଥମ ହେଲା
Synonyms : ଦୌଡ଼, ଦୌଡ଼ ପ୍ରତିଯୋଗିତା
Translation in other languages :
वह प्रतियोगिता जिसमें प्रतियोगियों को दौड़ाया जाता है।
रमेश दौड़ प्रतियोगिता में प्रथम रहा।