Subscribe
URL of the page has been copied to clipboard.
Meaning : ରେଳଗାଡ଼ି ଚାଲୁଥିବା ଲୁହାର ସମାନାନ୍ତର ଲମ୍ବା ଓ ଓସାରିଆ ଧାରଣା
Example : ଆମ ସହର ଦେଇ ନୂଆ ରେଳଧାରଣା ବିଛା ହେଉଛି
Synonyms : ଟ୍ରେକ୍, ରେଳ ପଟରି, ରେଳ ଲାଇନ୍, ରେଳଧାରଣା, ରେଳପଥ
Translation in other languages :हिन्दी English
लोहे की वे लम्बी समानान्तर छड़ें जिन पर रेलगाड़ी के पहिए दौड़ते हैं।
A pair of parallel rails providing a runway for wheels.
Install App