Meaning : କୌଣସି ବସ୍ତୁ ବା ବ୍ୟକ୍ତିର ରୂପର ଯେଉଁ ଚିତ୍ର କେବଳ ରେଖାଦ୍ୱାରା ତିଆରି ହୋଇଥାଏ
Example :
ମନୋହର ବହୁତ କୁଶଳତାର ସହିତ ରେଖାଚିତ୍ର ତିଆରି କରେ
Translation in other languages :
A representation of forms or objects on a surface by means of lines.
Drawings of abstract forms.Meaning : କୌଣସି ବସ୍ତୁର ରେଖାଦ୍ୱାରା ଅଙ୍କିତ ଚିତ୍ର
Example :
ଶ୍ୟାମର ରେଖାଚିତ୍ର ଭାରି ସୁନ୍ଦର
Synonyms : ରେଖାଙ୍କନ, ରେଖାଙ୍କିତ ଚିତ୍ର
Translation in other languages :
किसी वस्तु का रेखाओं से बनाया हुआ खाका जिसमें बीच के उतार-चढ़ाव, उभार-धँसाव आदि न हो।
श्याम का रेखा-चित्र सुंदर है।Meaning : ରେଖାଚିତ୍ର ତିଆରି କରିବାର କାମ
Example :
ମନୋହର ରେଖାଚିତ୍ର ଆଙ୍କୁଅଛି
Translation in other languages :