Subscribe
URL of the page has been copied to clipboard.
Meaning : ରୂପବତୀ ବା ଖୁବ୍ ସୁନ୍ଦର ସ୍ତ୍ରୀ
Example : ସେଠାରେ ଦୁଇଜଣ ସୁନ୍ଦର ସ୍ତ୍ରୀ ପରସ୍ପର ମଧ୍ୟରେ କଥାବାର୍ତ୍ତା କରୁଛନ୍ତି
Synonyms : ଅତ୍ୟନ୍ତ ସୁନ୍ଦରୀ, ଅପରୂପ ସୁନ୍ଦରୀ, ସୁନ୍ଦରସ୍ତ୍ରୀ, ସୁନ୍ଦରୀ
Translation in other languages :हिन्दी English
वह स्त्री जो सुंदर हो।
A very attractive or seductive looking woman.
Meaning : ଯେ ଦେଖିବାକୁ ସୁନ୍ଦର (ମହିଳା)
Example : ଶୀଳା ଜଣେ ରୂପବତୀ ମହିଳା
Synonyms : ରୂପବତୀ, ରୂପମତୀ, ରୂପମୟୀ, ସୁନ୍ଦରୀ, ସୁଶ୍ରୀ
Translation in other languages :हिन्दी
जो दिखने में सुंदर हो (महिला)।
Install App