Meaning : ଯେଉଁ କାବ୍ୟକୁ ଅଭିନୟ କରାଯାଏ
Example :
ନାଟକ ଏକ ଦୃଶ୍ୟ କାବ୍ୟ
Synonyms : ଦୃଶ୍ୟ କାବ୍ୟ
Translation in other languages :
Meaning : ଅର୍ଥାଳଙ୍କାରର ଏକ ଭେଦ
Example :
ରୂପକ ଅଳଙ୍କାରରେ ଉପମେୟରେ ଉପମାନର ଆରୋପ କରାଯାଏ
Synonyms : ରୂପକ ଅଳଙ୍କାର