Meaning : ଗଛଲତା ବା ସେଗୁଡିକର ଅଙ୍ଗରେ ମିଳୁଥିବା ତନ୍ତୁଭଳି ଅଂଶ
Example :
ମଞ୍ଜିଉପରେ ଥିବା ଆଁଶୁ ସେଗୁଡ଼ିକର ସ୍ଥାନାନ୍ତରଣରେ ସହାୟକ ହୋଇଥାଏ
Translation in other languages :
Meaning : ଶରୀରର ଅଧିକ କ୍ଷୁଦ୍ର ଓ ପତଳା ବାଳ
Example :
ଭୟ ଯୋଗୁଁ ଶ୍ୟାମର ଲୋମ ଟାଙ୍କୁରି ଉଠିଲା
Translation in other languages :