Subscribe
URL of the page has been copied to clipboard.
Meaning : ଯାହା ରୁଚିରେ ଭରା ହୋଇଛି
Example : ତାଙ୍କ ପାଖରେ ରୁଚିକର କାହାଣୀ ପୁସ୍ତକଗୁଡ଼ିକର ଭଣ୍ଡାର ଅଛି
Synonyms : ମଜାଦାର, ରୋଚକ
Translation in other languages :हिन्दी English
जो रोचकता से भरा हुआ हो।
Arousing or holding the attention.
Meaning : ରୁଚି ଅନୁକୁଳ ବା ଭଲ ଜଣାପଡ଼ୁଥିବା ଲୋକ
Example : ଏହା ମୋର ମନପସନ୍ଦ ଖାଦ୍ୟ
Synonyms : ପସନ୍ଦିଆ, ପ୍ରିୟ, ମନପସନ୍ଦ
रुचि के अनुकूल या अच्छा जान पड़नेवाला।
Appealing to the general public.
Meaning : ରୁଚି ଉତ୍ପନ୍ନ କରୁଥିବା ବ୍ୟକ୍ତି
Example : ମୋ ମା ରୁଚିକର ଖାଦ୍ୟ ତିଆରି କରନ୍ତି ଏଇ କାହାଣୀଟି ମନପସନ୍ଦିଆ ହେଇଛି
Synonyms : ମନପସନ୍ଦିଆ, ରୁଚିକାରକ
रुचि उत्पन्न करने वाला।
Acceptable to the taste or mind.
Install App