Meaning : ଯାହା କରିବା ବା ନେବା ଉଚିତ୍ ହେଉଛି ତା’ ଠାରୁ ନିଆଯାଉଥିବା କମ୍ ପରିମାଣ
Example :
ଏହି ଦୋକାନରେ ସବୁ ଜିନିଷ ରିହାତିରେ ମିଳିଥାଏ
Translation in other languages :
जितना किया या लिया जाना उचित हो उसमें की गई कमी।
इस दुकान में सभी वस्तुएँ रिआयत पर मिलती हैं।Meaning : ସାଧାରଣ ଲୋକଙ୍କ କଲ୍ୟାଣପାଇଁ ସରକାରଙ୍କ ତରଫରୁ ଦିଆଯାଉଥିବା ଅନୁଦାନ
Example :
କିରୋସିନି,ପେଟ୍ରୋଲ,ଡିଜେଲ ଆଦି ଉପରେ ରିହାତି ମିଳୁଛି
Synonyms : ସବ୍ସିଡ଼ି
Translation in other languages :
A grant paid by a government to an enterprise that benefits the public.
A subsidy for research in artificial intelligence.Meaning : ପରିଶୋଧ କରା ଯାଇଥିବା ରାଶିର କିଛି ଭାଗ ଫେରସ୍ତ
Example :
ଏହି ଯୋଜନା ନିୟମ ଅନୁସାରେ କିଣିଲେ ଆପଣଙ୍କୁ ରିହାତି ସଙ୍ଗେସଙ୍ଗେ ଫେରସ୍ତ ଦିଆଯିବ
Synonyms : ରିବେଟ
Translation in other languages :