Meaning : କାହାରିକୁ ଦିଆଯାଉଥିବା କୌଣସି ଘଟଣାର ସୂଚନା
Example :
ସମ୍ବାଦଦାତା ପ୍ରେସ୍କୁ ରିପୋର୍ଟ ପଠାଇଲେ ସେ ଥାନାରେ ରିପୋର୍ଟ ଲେଖାଇବାକୁ ଯାଇଛି
Translation in other languages :
Meaning : ସଭା-ସଂସ୍ଥା ବା ଘଟଣା ଆଦିର ଯେଉଁ ବିବରଣୀକୁ ସୂଚନା ଦେବା ନିମନ୍ତେ କାହାରିକୁ ପଠାଯାଏ
Example :
ଡାକ୍ତର ରୋଗୀର ରୋଗ ବିବରଣିକାକୁ ଦେଖୁଛନ୍ତି
Synonyms : ବିବରଣିକା
Translation in other languages :
A written document describing the findings of some individual or group.
This accords with the recent study by Hill and Dale.