Meaning : ଶ୍ରୀକୃଷ୍ଣଙ୍କ ବ୍ରଜ ଗୋପୀମାନଙ୍କ ସହିତ ଘେରମଧ୍ୟରେ କରୁଥିବା ନୃତ୍ୟ
Example :
ରାସ ଦେଖି ସମସ୍ତ ବ୍ରଜବାସୀ ପ୍ରସନ୍ନ ହେଉଥିଲେ
Translation in other languages :
Meaning : ଗୋଟିଏ ମାତ୍ରା ଛନ୍ଦ
Example :
ରାସର ପ୍ରତ୍ୟେକ ପାଦରେ ଆଠଟି,ଆଠଟି ଏବଂ ଛଅଟିର ହିସାବରେ ବାଇଶଟି ମାତ୍ରା ହୁଏ ଓ ଶେଷରେ ସଗଣ ଥାଏ
Translation in other languages :
एक मात्रिक छंद।
रास के प्रत्येक चरण में आठ, आठ और छह के हिसाब से बाईस मात्राएँ होती हैं और अंत में सगण होता है।Meaning : କୋଳ ବା ପୋଷ୍ୟପୁତ୍ର ଗ୍ରହଣ କରିବା କ୍ରିୟା
Example :
ମୋ ବଡ଼ଭଉଣୀର ବଡ଼ ପୁଅର ରାସ ତିନି ବର୍ଷ ବୟସରେ ହୋଇଥିଲା
Synonyms : ଦତ୍ତପୁତ୍ର
Translation in other languages :
A legal proceeding that creates a parent-child relation between persons not related by blood. The adopted child is entitled to all privileges belonging to a natural child of the adoptive parents (including the right to inherit).
adoption