Meaning : କୌଣସି ଦେଶରେ ରହୁଥିବା ସମସ୍ତ ଲୋକ
Example :
ଗାନ୍ଧୀଜୀଙ୍କ ମୃତ୍ୟୁରେ ସାରା ଦେଶ କାନ୍ଦିଲା
Synonyms : ଦେଶ
Translation in other languages :
Meaning : ସେହି ଦେଶ,ପ୍ରଦେଶ,ଜିଲ୍ଲା,କ୍ଷେତ୍ର,ସହର,ଗାଁ ଆଦି ଯେଉଁଠାରେ ଆପଣ (ବା କୌଣସି ବ୍ୟକ୍ତି) ରହିଥାନ୍ତି
Example :
ଭାରତ ମୋ ଦେଶ
Synonyms : ଅଞ୍ଚଳ, ଦେଶ, ପ୍ରଦେଶ, ମୁଲକ, ରାଜ୍ୟ
Translation in other languages :
The country or state or city where you live.
Canadian tariffs enabled United States lumber companies to raise prices at home.Meaning : କୌଣସି ଦେଶର ପ୍ରଶାସନିକ ଦଳ ବା ସରକାର
Example :
ଦେଶ ବହୁତ ଶୀଘ୍ର କିଛି ନୂଆ ଯୋଜନା କାର୍ଯ୍ୟକାରୀ କରିବ
Synonyms : ଦେଶ
Translation in other languages :
A politically organized body of people under a single government.
The state has elected a new president.Meaning : ପୃଥିବୀର ଯେଉଁ ବିଶିଷ୍ଟ ବିଭାଗରେ ଅନେକ ଅଞ୍ଚଳ,ନଗର ଇତ୍ୟାଦି ଅଛି ଏବଂ ଯାହାର ଗୋଟିଏ ସମ୍ବିଧାନ ଅଛି
Example :
ଭାରତ ମୋ ଦେଶମୋ ଦେଶ ସବୁଠୁ ଭଲ
Translation in other languages :