Meaning : ନିଆଁରେ ରଖି ସିଝାଇବା ବା ତିଆରି କରିବା
Example :
ମାଂସ ଭଲକରି ସିଝିନାହିଁ
Synonyms : ସିଝେଇବା
Translation in other languages :
Meaning : ରୋଷେଇ କରିବା
Example :
ମା ସମସ୍ତଙ୍କପାଇଁ ରାନ୍ଧୁଛନ୍ତି
Synonyms : ଖାଦ୍ୟ ତିଆରି କରିବା, ଖାଦ୍ୟ ରାନ୍ଧିବା, ରୋଷେଇ କରିବା
Translation in other languages :
खाना बनाना।
माँ ने सबके लिए भोजन पकाया।