Meaning : ରାନ୍ଧିବା ବା ତିଆରି କରିବା ପ୍ରକ୍ରିୟା
Example :
ମାଙ୍କୁ ରୋଷେଇରୁ କେବେ ହେଲେ ଫୁରସତ ମିଳେନାହିଁ
Synonyms : ପାକକର୍ମ, ରନ୍ଧାରନ୍ଧି, ରୋଷେଇ
Translation in other languages :
The act of preparing something (as food) by the application of heat.
Cooking can be a great art.