Meaning : ରାଜାଙ୍କ ଅଭାବ ବା ରାଜା ନ ଥିବାର ଅବସ୍ଥା
Example :
ମନ୍ତ୍ରୀମାନେ ଅରାଜକତାର ମନଇଚ୍ଛା ଲାଭ ଉଠାଇଲେ
Synonyms : ଅରାଜକତା, ରାଜାଶୂନ୍ୟତା
Translation in other languages :
A state of lawlessness and disorder (usually resulting from a failure of government).
anarchy, lawlessness