Meaning : ରାଜସିଂହାସନ କିମ୍ବା ଗାଦିରେ ଆସୀନ ହେବା ସମୟରେ କରାଯାଉଥିବା କୃତ୍ୟ
Example :
ରାଜାଭିଷେକ ପୂର୍ବରୁ ରାମଙ୍କୁ ବନବାସ ଯିବାକୁ ପଡ଼ିଲା
Synonyms : ଅଭିଷେକ, ରାଜ୍ୟାଭିଷେକ
Translation in other languages :
The ceremony of installing a new monarch.
coronation, enthronement, enthronisation, enthronization, investiture