Subscribe
URL of the page has been copied to clipboard.
Meaning : ଏକ ପ୍ରକାରର ବତକ
Example : ଯୋଡ଼ିଏ ରାଜହଂସ ପାଣିରେ ପହଁରୁଛନ୍ତି
Synonyms : ମରାଳ, ହଂସ
Translation in other languages :हिन्दी English
एक प्रकार का बत्तख।
Stately heavy-bodied aquatic bird with very long neck and usually white plumage as adult.
Meaning : ଏକ ପ୍ରକାରର ବଡ଼ ହଂସ
Example : ବିଶ୍ୱାସ କରାଯାଏ ଯେ ଏବେମଧ୍ୟ ମାନସରୋବରରେ ରାଜହଂସ ମୋତି ଖୁଣ୍ଟିବାପାଇଁ ଆସନ୍ତି
Synonyms : କଳହଂସ
एक प्रकार का बड़ा हंस।
Install App