Meaning : ବିଶେଷକରି ପଦାତିକ ସିପାହୀମାନଙ୍କ ପାଖରେ ରହୁଥିବା ଏକ ପ୍ରକାର ବନ୍ଧୁକ
Example :
ସିପାହୀଙ୍କ ରାଇଫଲର ଗୁଳି ପଳେଇଯାଉଥିବା ଚୋରର ଜୀବନ ଲୀଳା ସମାପ୍ତ କରିଦେଲା
Synonyms : ବନ୍ଧୁକ
Translation in other languages :
A shoulder firearm with a long barrel and a rifled bore.
He lifted the rifle to his shoulder and fired.