Meaning : କୌଣସି ସ୍ତ୍ରୀ କୌଣସି ପୁରୁଷ ପାଖରେ ଯାଇ ରହିବା
Example :
ଶୀଲା ମୋହନ ଘରେ ରହିଗଲାଣି
Translation in other languages :
Meaning : ଚାଲୁଥିବା କୌଣସି କାମ ବନ୍ଦ ହୋଇଯିବା ବା ଅଟକି ଯିବା
Example :
ବିଜୁଳି ଚାଲିଯିବା କାରଣରୁ କିଛି କାମ ରହିଗଲା
Translation in other languages :
Meaning : ଖରାପ ନ ହେବା
Example :
ଫ୍ରିଜରେ ଜିନିଷ ବେଶି ଦିନ ପର୍ଯ୍ୟନ୍ତ ରହେ ପୁରି ଦୁଇ ଦିନ ପର୍ଯ୍ୟନ୍ତ ନିଶ୍ଚୟ ରହିଯିବ
Synonyms : ରହିବା
Translation in other languages :
Meaning : ସମ୍ପୂର୍ଣ୍ଣ ଆଦାୟ ନହେବା
Example :
ହଜାରରୁ ଶହେ ଟଙ୍କା ରହିଗଲା
Translation in other languages :
Meaning : କୌଣସି କାରଣରୁ କିଛି କାମ ନହେଇପାରିବା
Example :
ପରୀକ୍ଷାରେ ମୋର ଦୁଇଟି ପ୍ରଶ୍ନ ରହିଗଲା ଟ୍ରାଫିକରେ ଅଟକିଯିବା କାରଣରୁ ମୋର ଟ୍ରେନ ଛାଡ଼ି ଦେଲା
Synonyms : ଛାଡ଼ିଦେବା
Translation in other languages :