Meaning : କାହାଠାରୁ ଟଙ୍କାନେବାପରେ ତାର ପ୍ରମାଣ ସ୍ୱରୁପ ତାକୁ ଦିଆଯାଉଥିବା ଲିଖିତ ପତ୍ର
Example :
ଏଇଟା ଆମଦ୍ୱାରା ବ୍ୟାଙ୍କରେ ଜମା କରାଯାଇଥିବା ଟଙ୍କାର ରସିଦ
Synonyms : ପାଉତି, ପ୍ରାପ୍ତି ପତ୍ର
Translation in other languages :
किसी से रुपए लेने पर उसके प्रमाण के रूप में दिया जाने वाला लिखा हुआ पत्र।
यह हमारे द्वारा बैंक में जमा किये गये पैसे की रसीद है।An acknowledgment (usually tangible) that payment has been made.
receipt