Meaning : ଶନିବାରର ପର ଏବଂ ସୋମବାରର ପୂର୍ବଦିନ
Example :
ଆମର ଏଠାରେ ପ୍ରତ୍ୟେକ ବିଦ୍ୟାଳୟ, କାର୍ଯ୍ୟାଳୟଆଦି ରବିବାରକୁ ବନ୍ଦ ରହେ
Synonyms : ଅର୍କ ଦିନ, ଆଦିତ୍ୟବାର, ରବି ବାସର
Translation in other languages :
First day of the week. Observed as a day of rest and worship by most Christians.
dominicus, lord's day, sun, sunday