Subscribe
URL of the page has been copied to clipboard.
Meaning : ଯେଉଁ ରନ୍ଦାରେ କାଠକୁ ଚିକ୍କଣ କରିବା ପୂର୍ବରୁ ରନ୍ଦା ମରାଯାଏ
Example : ବଢ଼େଇ ରନ୍ଦାରେ ପଟାକୁ ରନ୍ଦା ମାରୁଛି
Translation in other languages :हिन्दी
एक प्रकार का रंदा जिससे खरादने से पहले लकड़ी रंदते हैं।
Meaning : କାଠ ଛେଲିକରି ଚିକ୍କଣ ଓ ପରିଷ୍କାର କରିବାର ହତିଆର
Example : ବଢ଼େଇ ପଟାକୁ ରନ୍ଦାରେ ଚିକ୍କଣ କରୁଛି
लकड़ी छीलकर चिकनी और साफ करने का औजार।
Meaning : କାଠ ପାଲିସ କରିବା ରଞ୍ଜା
Example : ବଢେଇ ରଞ୍ଜାଦ୍ୱାରା ପତଳା କାଠପଟାକୁ ରନ୍ଦା ମାରୁଛି
Synonyms : ରଞ୍ଜା
लकड़ी रेतने की रेती।
Install App