Subscribe
URL of the page has been copied to clipboard.
Meaning : ଦୁଇ ବା ଚାରି ଚକ ବିଶିଷ୍ଟ ଏକପ୍ରକାର ପୁରୁଣା ଯାତ୍ରୀ ଗାଡ଼ି ଯାହାକୁ ଘୋଡ଼ା ଟାଣନ୍ତି
Example : ମହାଭାରତ ଯୁଦ୍ଧରେ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କ ସାରଥୀ ହୋଇଥିଲେ ଏବଂ ତାଙ୍କର ରଥ ଚଳାଇଥିଲେ
Synonyms : ଚକ୍ରପାଦ
Translation in other languages :हिन्दी English
दो या चार पहियों की एक प्रकार की पुरानी सवारी गाड़ी जिसे घोड़े खींचते हैं।
A light four-wheel horse-drawn ceremonial carriage.
Meaning : ପଶା ଖେଳର ଏକ ଦାନ
Example : ଓଟ ସଦାବେଳେ ତେରଛା ଚାଲେ ଓ ମାରେ
Synonyms : ଓଟ
शतरंज का एक मोहरा।
(chess) a piece that can be moved diagonally over unoccupied squares of the same color.
Install App