Meaning : ସ୍ତ୍ରୀ ଆଦିଙ୍କ ସହିତ ପୁରୁଷ ଆଦିଙ୍କ ସମାଗମ
Example :
ଅନୁଚିତ ମୈଥୁନ କେତେ ପ୍ରକାରର ରୋଗକୁ ଜନ୍ମ ଦିଏବ୍ରହ୍ମଚାରୀ ମୈଥୁନ ଠାରୁ ଦୂରରେ ରହନ୍ତି
Synonyms : ଅନଂଗ-କ୍ରୀଡ଼ା, ଅନଙ୍ଗ-କ୍ରୀଡ଼ା, କେଳି, ନିଧୁବନ, ମିଥୁନ, ମୈଥୁନ, ରତିକ୍ରିୟା, ସଂଗମ, ସଂଭୋଗ, ସଙ୍ଗମ, ସମ୍ଭୋଗ, ସହବାସ
Translation in other languages :
स्त्री आदि के साथ पुरुष आदि का समागम।
अनुचित मैथुन कई तरह के रोगों को जन्म देता है।Activities associated with sexual intercourse.
They had sex in the back seat.Meaning : କାମଦେବଙ୍କ ପତ୍ନୀ
Example :
ରତି ବହୁତ ରୂପବତୀ ଥିବା ବିଶ୍ୱାସ କରାଯାଏ
Synonyms : ମନ୍ମଥପ୍ରିୟା, ରତିଦେବୀ
Translation in other languages :
A female deity.
goddessMeaning : ଆଠଟି ଚାଉଳ ବା କୋଡ଼ିଏଟି ଘୁଘୁଚିଆର ତଉଲ
Example :
ଆଠ ରତିରେ ଏକ ମଶା ହୁଏ
Translation in other languages :