Subscribe
URL of the page has been copied to clipboard.
Meaning : ଯୁଦ୍ଧ କ୍ଷେତ୍ରରେ ବୀରତ୍ୱପୂର୍ବକ ଯୁଦ୍ଧ କରୁଥିବା ଯୋଦ୍ଧା
Example : ସମର ଭୂମି ରଣବୀରମାନଙ୍କ ରକ୍ତରେ ରଞ୍ଜିତ ହୋଇଥିଲା
Synonyms : ମହାବୀର, ଯୁଦ୍ଧବୀର
Translation in other languages :हिन्दी
युद्ध क्षेत्र में वीरतापूर्वक लड़नेवाला योद्धा।
Meaning : ଯୁଦ୍ଧ କ୍ଷେତ୍ରରେ ବୀରତ୍ୱପୂର୍ବକ ଯୁଦ୍ଧ କରୁଥିବା ଲୋକ
Example : ରଣବୀର ଲୋକ ରଣଭୂମିରେ କେବେବି ପଛାଏ ନାହିଁ
Synonyms : ଯୁଦ୍ଧବୀର
युद्ध क्षेत्र में वीरतापूर्वक लड़नेवाला।
Install App