Copy page URL Share on Twitter Share on WhatsApp Share on Facebook
Get it on Google Play
Meaning of word ରଚୟିତା from ଓଡ଼ିଆ dictionary with examples, synonyms and antonyms.

ରଚୟିତା   ବିଶେଷ୍ୟ

Meaning : ଯେ ରଚନା ବା ସୃଷ୍ଟି କରେ

Example : ପ୍ରକୃତିର ସ୍ରଷ୍ଟାଙ୍କ କଳ୍ପନା ଅନୁପମ

Synonyms : ପ୍ରଣେତା, ରଚନାକାର, ସୃଜକ, ସୃଷ୍ଟିକର୍ତ୍ତା, ସ୍ରଷ୍ଟା

ରଚୟିତା   ବିଶେଷଣ

Meaning : ରଚିବା ବା ତିଆରି କରିବା ଲୋକ

Example : ହିନ୍ଦୁ ଧର୍ମଶାସ୍ତ୍ର ଅନୁସାରେ ବ୍ରହ୍ମା ଏହି ସଂସାରର ସୃଷ୍ଟିକର୍ତ୍ତା

Synonyms : କର୍ତ୍ତା, ସୃଜନକର୍ତ୍ତା, ସୃଷ୍ଟିକର୍ତ୍ତା, ସ୍ରଷ୍ଟା


Translation in other languages :

रचने या बनानेवाला।

यह तो सृष्टि के सृजनकर्ता ब्रह्माजी भी नहीं जानते कि उन्होंने सृष्टि की रचना क्यों की।
रचेता, सर्जक, सिरजनहार, सृजक, सृजनकर्ता, स्रष्टा