Meaning : ରଙ୍ଗାଇବାର କାମ ବା ଭାବ
Example :
ସେ କପଡ଼ା ରଙ୍ଗେଇବାପାଇଁ ରଙ୍ଗାଜୀବ ଦୋକାନକୁ ଯାଇଛି ଗୋଟିଏ କୋଠରୀର ରଙ୍ଗେଇରେ ହିଁ ସବୁ ରଙ୍ଗ ଶେଷ ହୋଇଗଲା
Translation in other languages :
The act of applying paint to a surface.
You can finish the job of painting faster with a roller than with a brush.Meaning : ରଙ୍ଗକରିବା କାମ ଅନ୍ୟ କାହାଦ୍ୱାରା କରାଇବା
Example :
ମୁଁ ରଙ୍ଗାଜୀବଦ୍ୱାରା ଦୁଇମିଟର କନା ରଙ୍ଗାଇଲି
Synonyms : ରଙ୍ଗକରାଇବା, ରଙ୍ଗାଇବା, ରଞ୍ଜିତକରାଇବା
Translation in other languages :
Meaning : ଚିତ୍ର ଆଦିରେ ରଙ୍ଗ ଲଗାଇବା
Example :
ଆମ୍ବକୁ ହଳଦିଆ ରଙ୍ଗରେ ରଙ୍ଗାଅ
Synonyms : ରଙ୍ଗକରିବା, ରଙ୍ଗଲଗାଇବା, ରଙ୍ଗାଇବା
Translation in other languages :