Meaning : ରଙ୍ଗାଇବାର କାମ ବା ଭାବ
Example :
ସେ କପଡ଼ା ରଙ୍ଗେଇବାପାଇଁ ରଙ୍ଗାଜୀବ ଦୋକାନକୁ ଯାଇଛି ଗୋଟିଏ କୋଠରୀର ରଙ୍ଗେଇରେ ହିଁ ସବୁ ରଙ୍ଗ ଶେଷ ହୋଇଗଲା
Translation in other languages :
The act of applying paint to a surface.
You can finish the job of painting faster with a roller than with a brush.Meaning : ରଙ୍ଗକରିବା କାମ ଅନ୍ୟ କାହାଦ୍ୱାରା କରାଇବା
Example :
ମୁଁ ରଙ୍ଗାଜୀବଦ୍ୱାରା ଦୁଇମିଟର କନା ରଙ୍ଗାଇଲି
Synonyms : ରଙ୍ଗକରାଇବା, ରଙ୍ଗେଇବା, ରଞ୍ଜିତକରାଇବା
Translation in other languages :
Meaning : ଅନ୍ୟ କାହାଦ୍ୱାରା ରଙ୍ଗକରିବାକାମ କରାଇବା
Example :
ସେ ତାଙ୍କ ଘରକୁ ଚାକରଙ୍କଦ୍ୱାରା ରଙ୍ଗାଇଲେ
Synonyms : ରଙ୍ଗକରାଇବା, ରଞ୍ଜାଇବା, ରଞ୍ଜିତ କରାଇବା
Translation in other languages :
Meaning : ଚିତ୍ର ଆଦିରେ ରଙ୍ଗ ଲଗାଇବା
Example :
ଆମ୍ବକୁ ହଳଦିଆ ରଙ୍ଗରେ ରଙ୍ଗାଅ
Synonyms : ରଙ୍ଗକରିବା, ରଙ୍ଗଲଗାଇବା, ରଙ୍ଗେଇବା
Translation in other languages :
Meaning : କୌଣସି ବସ୍ତୁକୁ ଗୋଳାହୋଇଥିବା ରଙ୍ଗରେ ମଡ଼େଇ ବା ବୁଡ଼େଇ ରଙ୍ଗୀନ କରିବା
Example :
ଜେଜେମା ଧୋତି ରଙ୍ଗାଉଛନ୍ତି
Translation in other languages :