Meaning : ଫୁଲ ଫୁଟୁଥିବା ଗୋଟିଏ ଗଛ
Example :
ସେ ତା ବାରିପଛରେ ରଙ୍ଗଣୀ ଲଗାଇଛି
Translation in other languages :
एक फूलदार पौधा।
उसने अपने पिछवाड़े गुलअब्बास लगा रखा है।Meaning : ଏକ ପ୍ରକାରର ନାଲି ଫୁଲ
Example :
ପ୍ରାଚୀନ କାଳରେ ଲୋକମାନେ ରଙ୍ଗଣୀ ଫୁଲରୁ ରଙ୍ଗ ବାହାରକରି ହୋଲି ଖେଳୁଥିଲେ
Synonyms : ରଙ୍ଗଣୀ ଫୁଲ
Translation in other languages :