Subscribe
URL of the page has been copied to clipboard.
Meaning : ରଙ୍ଗକରିବା କାମ ଅନ୍ୟ କାହାଦ୍ୱାରା କରାଇବା
Example : ମୁଁ ରଙ୍ଗାଜୀବଦ୍ୱାରା ଦୁଇମିଟର କନା ରଙ୍ଗାଇଲି
Synonyms : ରଙ୍ଗାଇବା, ରଙ୍ଗେଇବା, ରଞ୍ଜିତକରାଇବା
Translation in other languages :हिन्दी English
रंगने का काम दूसरे से करवाना।
Color with dye.
Meaning : ଅନ୍ୟ କାହାଦ୍ୱାରା ରଙ୍ଗକରିବାକାମ କରାଇବା
Example : ସେ ତାଙ୍କ ଘରକୁ ଚାକରଙ୍କଦ୍ୱାରା ରଙ୍ଗାଇଲେ
Synonyms : ରଙ୍ଗାଇବା, ରଞ୍ଜାଇବା, ରଞ୍ଜିତ କରାଇବା
Translation in other languages :हिन्दी
पोतने का काम दूसरे से करवाना।
Install App