Subscribe
URL of the page has been copied to clipboard.
Meaning : ରଗଡ଼ିବାର ବା ଘଷିବାର କାର୍ଯ୍ୟ
Example : ଲୋକଟି ଧାର କରିବାପାଇଁ ହତିଆରକୁ ପଥରରେ ଘଷିବା ସକାଶେ ନେଉଥିଲା ପଥରଟି ଘଷାଗଲା
Synonyms : ଘଷିବା
Translation in other languages :हिन्दी English
रगड़ने का काम।
Effort expended in moving one object over another with pressure.
Meaning : ଦାନ୍ତରେ ଚୋବେଇକରି ଖାଇବା
Example : ସେ ଭଜା ଚଣା ଚୋବାଉଅଛି
Synonyms : ଚୋବାଇବା
Translation in other languages :हिन्दी
दाँतों से कुचलकर खाना।
Meaning : କୌଣସି ବସ୍ତୁ ବା ହାତରେ ରଗଡ଼ିବା
Example : ଗାଧୋଇବା ସମୟରେ ଲୋକେ ନିଜ ଦେହକୁ ଘଷନ୍ତି
किसी वस्तु को हाथों से रगड़ना।
Move over something with pressure.
Install App