Copy page URL Share on Twitter Share on WhatsApp Share on Facebook
Get it on Google Play
Meaning of word ରକ୍ଷୀ from ଓଡ଼ିଆ dictionary with examples, synonyms and antonyms.

ରକ୍ଷୀ   ବିଶେଷ୍ୟ

Meaning : ସେହି ବ୍ୟକ୍ତି ଯେ ରକ୍ଷା କରେ

Example : ଦେଶ ରକ୍ଷକ ନିଜ ଜୀବନକୁ ପାଣିଛଡ଼େଇ ସୀମାନ୍ତରେ ପହରା ଦିଅନ୍ତି ଛାତ୍ରାବାସର ୱାର୍ଡ଼ନଙ୍କ ଅନୁମତି ବିନା ଛାତ୍ରାବାସ ବାହାରକୁ ଯିବାମନା

Synonyms : ପ୍ରତିରକ୍ଷକ, ରକ୍ଷକ, ରକ୍ଷାକର୍ତ୍ତା, ସୁରକ୍ଷା କର୍ମୀ, ୱାଡେନ୍


Translation in other languages :

Someone who keeps safe from harm or danger.

preserver

Meaning : ଯେ ଅସୁରମାନଙ୍କୁ ପୂଜାକରେ

Example : ରକ୍ଷୀ ତନ୍ତ୍ରଦ୍ୱାରା ପ୍ରେତକୁ ପ୍ରସନ୍ନ କରିବାକୁ ଚେଷ୍ଟା କରୁଛି


Translation in other languages :

वह जो असुरों की पूजा करता हो।

रक्षी तंत्र द्वारा प्रेत को प्रसन्न करने की कोशिश कर रहा है।
रक्षी

ରକ୍ଷୀ   ବିଶେଷଣ

Meaning : ରକ୍ଷା କରୁଥିବା ବ୍ୟକ୍ତି

Example : ମନ୍ତ୍ରୀର ରକ୍ଷକ ଉଗ୍ରବାଦୀଙ୍କ ଶିକାର ହୋଇଗଲା

Synonyms : ରକ୍ଷକ, ରକ୍ଷାକର୍ତ୍ତା


Translation in other languages :

रक्षा करने वाला।

मंत्री का रक्षक सिपाही उग्रवादियों का निशाना बन गया।
अभिरक्षक, अवरक्षक, अविष, पपु, परिपालक, परिरक्षक, मुहाफ़िज़, मुहाफिज, रक्षक, रक्षा कर्ता, रक्षी